thumbnail

By

Published : Mar 27, 2020, 10:31 PM IST

ETV Bharat / Videos

ଓଡିଶୀ ନୃତ୍ୟରେ ବିଦେଶିନୀଙ୍କ କୋରୋନା ସଚେତନତା, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ବିଶ୍ବବାସୀଙ୍କୁ ସଚେତନ କରିବାକୁ ଲାଗି ପଡିଛନ୍ତି ଦାୟିତ୍ବବାନ ନାଗରିକ । ଏମିତିରେ ପଛରେ ପଡିନାହାନ୍ତି ବିଦେଶରେ ରହି ଓଡିଶୀ ପ୍ରେମରେ ପଡିଥିବା ନୃତ୍ୟାଙ୍ଗନା ମହିନା ଖାନୁମ । ଓଡିଶୀ ନୃତ୍ୟର ବିଭିନ୍ନ ମୂଦ୍ରାରେ ସେ ବାଣ୍ଟିଛନ୍ତି ସଚେତନତା ବାର୍ତ୍ତା । ଏନେଇ ନିଜ ସୋସିଆଲ ମିଡିଆରେ ସେ ଶେୟାର କରିଛନ୍ତି ନିଜର ଏକ ଭିଡିଓ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.