thumbnail

By

Published : Dec 20, 2020, 7:37 PM IST

ETV Bharat / Videos

'ଝାଡଖଣ୍ଡର ସାଇବର କ୍ରାଇମ ରାଜ୍ୟ ପୋଲିସ ପାଇଁ ବଡ ଚ୍ଯାଲେଞ୍ଜ'

ଦେଓଘର: ସାଇବର କ୍ରାଇମ ଲିଙ୍କ୍‌କୁ ନେଇ ଜୋର ଧରିଛି ଜମତରାର ଚର୍ଚ୍ଚା । ଦେଓଘର ଜିଲ୍ଲାକୁ ଲାଗିଥିବା ଜମତରାରେ ବୃଦ୍ଧି ପାଉଛି ସାଇବର ଗ୍ୟାଙ୍ଗ୍‌ର ରାଜ । ଏଠାରୁ ଆସୁଥିବା ସାଇବର କ୍ରାଇମ ଫୋନ କଲ ପୋଲିସ ଆଗରେ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଏହା ସମସ୍ୟାର ସମାଧାନ ପାଇଁ ଡିଜିପି ଏମ.ବି ରାୱ ଏକ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.