ଅସହାୟଙ୍କ ସେବାରେ ମିଳୁଛି ଆନନ୍ଦ, ରାଜନୀତିରେ ନାହିଁ ରୁଚି: ସୋନୁ ସୁଦ - Etv Bharat
🎬 Watch Now: Feature Video

ହାଇଦ୍ରାବାଦ: ମହାମାରୀ କୋରୋନା ସଙ୍କଟ ସମୟରେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିଆସୁଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । କେବଳ ଏତିକି ନୁହେଁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ନିଜ ଗାଁକୁ ପଠାଇବାରେ ସହଯୋଗର ହାତ ବଢାଇଥିଲେ ସେ । ତେବେ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାରରେ ସୋନୁ କହିଛନ୍ତି ଯେ ମୋ ଅନ୍ତରାତ୍ମାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ କରିଛି । ସେବା କରିବାରେ ଖୁସି ମିଳୁଥିବା ବେଳେ ରାଜନୀତିରେ କୌଣସି ରୁଚି ନଥିବା ସୋନୁ କହିଛନ୍ତି ।