ସାବରୀମାଳା ତୀର୍ଥଯାତ୍ରୀ ଦୁର୍ଘଟଣା, 7 ଆହତ - 7 ସାବରୀମାଳା ତୀର୍ଥଯାତ୍ରୀ ଆହତ
🎬 Watch Now: Feature Video
ଥିରୁଅନନ୍ତପୁରମ: ତୀର୍ଥଯାତ୍ରୀ ଅଟୋ ସହ ବସ ଦୁର୍ଘଟଣା। ସାବରୀମାଳା ଆୟପ୍ପା ମନ୍ଦିର ଯିବା ରାସ୍ତାରେ ଦୁର୍ଘଟଣା । ତୀର୍ଥଯାତ୍ରୀ ଅଟୋ ସହ ବସ ଧକ୍କା ହୋଇ 7 ଆହତ । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ୱାନାଡୁ ଅଞ୍ଚଳର ବୋଲି ଜଣାପଡିଛି ।