ସଂସଦରେ ନିୟମର ଉଡିଲା ଧଜିଆ; ଫିଙ୍ଗିଲେ, ଚଢିଗଲେ, ଚିତ୍କାର କଲେ.. - ନିୟମର ଉଡିଲା ଧଜିଆ
🎬 Watch Now: Feature Video
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ରାଜ୍ୟସଭାରେ ଜୋରଦାର ହଙ୍ଗାମା । ପ୍ରୋଟୋକଲର ଉଡିଲା ଧଜିଆ । ପୋଡିୟମ ଉପରେ ଚଢି ଫୋପଡାଫିଙ୍ଗା କରିଛନ୍ତି ବିରୋଧୀ ସାଂସଦ । ଜୟ ଯବାନ ଜୟ କିସାନ ନାରା ଦେଇ ଗର୍ଜିଛନ୍ତି ବିରୋଧୀ ।
Last Updated : Aug 11, 2021, 8:34 AM IST