ରାଜ୍ୟସଭାରେ ଉଠିଲା ଓଡିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ

By

Published : Nov 18, 2019, 4:27 PM IST

thumbnail
ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଓଡିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ଏହା ଉପରେ ଶୀଘ୍ର ବିଲ୍‌ ଆଣିବାକୁ ଦେଲେ ପରାମର୍ଶ । ଏଥିସହିତ ରାଜ୍ୟସଭାରେ ଆହୁରି ଅନେକ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.