ନ୍ୟୁଜଲାଣ୍ଡର ରାସ୍ତାରେ ମା’ର ମମତା, ଦେଖନ୍ତୁ ଏହି ମନୋଲୋଭା ଭିଡିଓ - mother affection in New Zealand road

🎬 Watch Now: Feature Video

thumbnail

By

Published : Nov 15, 2019, 5:34 AM IST

ନ୍ୟୁଜିଲାଣ୍ଡ ନ୍ୟୁହାମ୍ପସିର ରାସ୍ତାରେ ନିଆରା ଦୃଶ୍ୟ । ମା’ ଟର୍କୀ (turky )ପକ୍ଷୀ ରାସ୍ତାର ମଝିରେ ଠିଆ ହୋଇ ଗୋଟି ଗୋଟି କରି ତାର ସବୁ ଛୁଆଙ୍କୁ ରାସ୍ତା ପାର କରାଯାଉଛି । ଏପଟେ ଏଭଳି ମନୋଲୋଭା ଓ ହୃଦୟସ୍ପର୍ଶୀ ଦୃଶ୍ୟକୁ ରାସ୍ତାର 2 ପାର୍ଶ୍ବରେ ସବୁ ଗାଡି ଅଟକି ରହିଛନ୍ତି । ଶେଷରେ ସବୁ ପକ୍ଷୀ ରାସ୍ତା ପାରେଇଲା ପରେ ମା ଟର୍କୀ ଯାଇଛି ..

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.