ଡଷ୍ଟ ଆର୍ଟରେ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳୀ - ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳୀ
🎬 Watch Now: Feature Video

ବେଙ୍ଗାଲୁରୁ: ଆଉ ନାହାଁନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଏନେଇ କର୍ଣ୍ଣାଟକର କଳାକାର ମଞ୍ଜୁନାଥ ହିରେମାଥ(Manjunath Hiremath) କାରରେ ଲାଗିଥିବା ଧୂଳିରେ ଲତାଙ୍କ ଛବି ଆଙ୍କି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ