ବୁଧବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଦାଦା, ସ୍ବାସ୍ଥ୍ୟାବସ୍ଥା ସ୍ଥିର - ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

🎬 Watch Now: Feature Video

thumbnail

By

Published : Jan 5, 2021, 6:04 PM IST

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ବୁଧବାର ହସ୍ପିଟାଲରୁ ଘରକୁ ଯିବେ । ଏଥିସହ ପ୍ରତିଦିନ ତାଙ୍କ ଘରେ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିବେ । ମଙ୍ଗଳବାର ଗାଙ୍ଗୁଲି ଭର୍ତ୍ତି ହୋଇଥିବା ଉଡଲାଣ୍ଡସ ହସ୍ପିଟାଲ ଏମଡି ଓ ସିଇଓ ରୁପାଲି ବାସୁ ଏନେଇ ସୂଚନା ଦେଇଛନ୍ତି । 48 ବର୍ଷୀୟ ଗାଙ୍ଗୁଲି ପ୍ରାୟ 2-3 ସପ୍ତାହ ପରେ ମେଡିକାଲ ପ୍ରକ୍ରିୟାର ପରବର୍ତ୍ତୀ କୋର୍ସ ପାଇଁ ପ୍ରସ୍ତୁତ ହେବେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପୂର୍ବତନ ଭାରତୀୟ କ୍ୟାପଟେନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୂଚନା ଦେବାବେଳେ ଏହା କହିଛନ୍ତି ଡାକ୍ତର ରୁପାଲି ବାସୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.