ETV Bharat / technology

20ହଜାର ତଳେ ବେଷ୍ଟ ଗେମିଂ ସ୍ମାର୍ଟଫୋନ ? ଯାଞ୍ଚ କରନ୍ତୁ ତାଲିକାରେ କିଏ - 5 BEST GAMING PHONE UNDER RS 20000

ଆପଣ ବଜେଟ୍‌ ଭିତରେ ଏକ ଭଲ ଗେମିଂ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି ? ଆମେ ଏଠାରେ ଆପଣଙ୍କୁ ମାତ୍ର 20ହଜାର ତଳେ 5ଟି ସର୍ବଶ୍ରେଷ୍ଠ ଫୋନ ବିଷୟରେ କହିବୁ...

5 Best budget Friendly gaming phone under Rs 20000
5 Best budget Friendly gaming phone under Rs 20000 (File Photo)
author img

By ETV Bharat Tech Team

Published : Feb 18, 2025, 12:18 PM IST

ହାଇଦ୍ରାବାଦ: ମୋବାଇଲ ଗେମର୍ସ ଅଧିକ ଟଙ୍କା ଖର୍ଚ୍ଚ ନକରି ଏକ ଭଲ କାର୍ଯ୍ୟଦକ୍ଷତା ସହ ଗେମିଂ ଫୋନ୍‌ ଖୋଜୁଥିଲେ ଏହି ଖବର ଆପଣଙ୍କ ପାଇଁ । ପ୍ରତ୍ୟେକ ଗେମର୍‌ ମୋବାଇଲରେ ଖେଳିବା ସମୟରେ ଖେଳ ସମୟକୁ ଖାତିର ନକରି ବର୍ଦ୍ଧିତ ବ୍ୟାଟେରୀ ଜୀବନ ସହିତ ଏକ ଦକ୍ଷ ପ୍ରୋସେସର ସହିତ ଏକ ସୁଗମ ଡିସପ୍ଲେ ଆବଶ୍ୟକ କରନ୍ତି । ଆମେ ଆପଣଙ୍କୁ ଏପରି 5ଟି ସୁଲଭ ମୂଲ୍ୟର ଗେମିଂ ସ୍ମାର୍ଟଫୋନ ବିଷୟରେ ଏହି ସବୁ ସୁବିଧା ଆପଣଙ୍କୁ ମାତ୍ର 20ହଜାର ଟଙ୍କା ଭିତରେ ମିଳିବ ।

ଏହି ତାଲିକାରେ ମୋଟୋ, ଆଇକୁ, ସାମସଙ୍ଗ ଭଳି ବ୍ରାଣ୍ଡ ସାମିଲ । ଯଦି ଆମେ Moto Edge 50 Neo ସମ୍ପର୍କରେ କହିବା ଏହାର ଡିସପ୍ଲେ ଏକ ଭଲ ଗେମିଂ ଅନୁଭବ ଦେଉଥିବା ବେଳେ iQOO Z9 ସ୍ମାର୍ଟଫୋନରେ ବ୍ୟବହାର ହୋଇଥିବା ଚିପ୍‌ ୟୋଗୁଁ ଗେମ୍‌ ଖେଳିଲେ ମୋବାଇଲ ଗରମ ହେବ ନାହିଁ କି ହ୍ୟାଙ୍ଗ ହେବ ନାହିଁ । ସେହିପରି ସାମସଙ୍ଗର Galaxy A15 5G କାର୍ଯ୍ୟଦକ୍ଷତା ଉନ୍ନତମାନର ଥିବାବେଳେ Nothing Phone 2aରେ ମଧ୍ୟ ବଢିଆ ଗେମିଂ ଅନୁଭବ ମିଳିବ । ଏହାବାଦ ରେଡମି ନୋଟ 13 ପ୍ରୋ କଥା କହିଲେ ଏହାର ବ୍ୟାଟେରୀ ବଡ଼ ଥିବାବେଳେ ଖାସକରି ଗେମ୍‌ ଲାଗି ଏଥିରେ ପ୍ରୋସେସର ରହିଛି ।

Moto Edge 50 Neo
Moto Edge 50 Neo (Image Credit: Motorola India)

(1)Moto Edge 50 Neo

ମୋଟୋରୋଲା ଏଜ୍‌ 50 ନିଓର ଦାମ ଫ୍ଲିପକାର୍ଟରେ 21,999 ଟଙ୍କା ରହିଛି । ଏଥିରେ ମିଡିଆଟେକ୍‌ ଡାଇମେନସିଟି 7300 ଚିପସେଟ୍‌ ରହିଛି ଯେଉଁଥିରେ ଗେମିଂ ଅନୁଭବ ଉନ୍ନତମାନର ମିଳିବ । ଗେମିଂ ବ୍ୟତୀତ ଏଥିରେ 50MP ମେନ୍‌, 13MP ଅଲଟ୍ରା ୱାଇଡ ଓ 10MP ଟେଲିଫଟୋ ଦକ୍ଷତା ସହିତ ଏହାର ରିଅର କ୍ୟାମେରା ସେଟଅପ୍‌ ମିଳିବ ।

iQOO Z9
iQOO Z9 (Image Credit: iQOO India)

(2)iQOO Z9

ଆଇକୁ ଜେଡ୍‌9 ସ୍ମାର୍ଟଫୋନ ବିଷୟରେ ଆଲୋଚନା କଲେ ଆମାଜନରେ ଏହାର ଦାମ 18,498 ଟଙ୍କା ରହିଛି । ଏଥିରେ ମିଡିଆଟେକ୍‌ ଡାଇମେନସିଟି 7200 ପ୍ରୋସେସର ଯାହାକି ବିଶେଷ କରି ଗେମିଂ ଲାଗି ଭଲ ଅନୁଭବ ପ୍ରଦାନ କରିଥାଏ । ଏହାର କ୍ୟାମେରା କଥା କହିଲେ ଏଥିରେ 50MP ପ୍ରାଇମେରି କ୍ୟାମେରା ରହିଛି ।

Samsung Galaxy A15 5G
Samsung Galaxy A15 5G (Image Credit: Samsung India)

(3)Samsung Galaxy A15 5G

ସାମସଙ୍ଗ ଗାଲାକ୍ସି ଏ15 5ଜି ସ୍ମାର୍ଟଫୋନର ଦାମ ଆମାଜନରେ 14,998 ଟଙ୍କା ରହିଛି । ଏଥିରେ ମିଡିଆଟେକ୍‌ ଡାଇମେନସିଟି 6100+ ପ୍ରୋସେସର ରହିଛି, ଯାହାକି ଗେମିଂ ଲାଗି ବେଶ ଭଲ । କ୍ୟାମେରା ସେଟଅପ୍‌ କଥା କହିଲେ ଏଥିରେ 50MP ମେନ୍‌ କ୍ୟାମେରା, 5MP ୱାଇଡ ଆଙ୍ଗଲ କ୍ୟାମେରା ଓ 2MP ମାଇକ୍ରୋ କ୍ୟାମେରା ରହିଛି ।

Nothing Phone 2a
Nothing Phone 2a (Image Credit: Nothing India)

(4)Nothing Phone 2a

ଏହାର ଦାମ ଫ୍ଲିପକାର୍ଟରେ 23,999 ଟଙ୍କା ରହିଛି । ଏହି ଫୋନଟି ମିଡିଆଟେକ୍‌ ଡାଇମେନସିଟି 7200 ପ୍ରୋ ପ୍ରୋସେସର ସହିତ ଚାଳିତ । ଏଥିରେ 6.7 ଇଞ୍ଚର ଫୁଲ୍‌ ଏଚଡି ପ୍ଲସ ଡିସପ୍ଲେ ଥିବାବେଳେ 5000mAh ବ୍ୟାଟେରୀ ମିଳେ । ଏହାବାଦ ଏଥିରେ 50MP ପ୍ରାଇମେରି କ୍ୟାମେରା ଓ 32MP ସେଲ୍ଫି କ୍ୟାମେରା ରହିଛି ।

Redmi Note 13 Pro
Redmi Note 13 Pro (Image Credit: Redmi India)

(5)Redmi Note 13 Pro

ଏହାର ଦାମ ଆମାଜନରେ 18,250ଟଙ୍କା ରହିଛି । ଏହାର ଡିସପ୍ଲେ 6.67 ଇଞ୍ଚର ଥିବାବେଳେ ଏହା ସ୍ନାପଡ୍ରାଗନ 7ଏସ ଜେନ 2 ଚିପସେଟ୍‌ ସହିତ ଆସିଛି । ଏହା AMOLED ଟେକ୍ନୋଲୋଜି, ଡଲବି ଭିଜନ ସପୋର୍ଟ ଓ କର୍ଣ୍ଣିଂ ଗରିଲା ଗ୍ଲାସ ଭିକ୍ଟସ ପ୍ରୋଟେକ୍ସନ ସହିତ ଆସିଥାଏ । ଏଥିରେ 5100mAh ବ୍ୟାଟେରୀ 67ୱାଟ୍‌ ଟର୍ବୋ ଚାର୍ଜିଂ ସହିତ ଆସିଥାଏ । ଏଥିରେ ଫ୍ଲାଗସିପ୍‌ ସ୍ତରର 200MP ପ୍ରାଇମେରି କ୍ୟାମେରା ରହିଛି ।

ଏହା ବି ପଢନ୍ତୁ
  1. ମାର୍ଚ୍ଚ 2ରେ ଭାରତରେ ଲଞ୍ଚ ହେବ Xiaomi 15 ସିରିଜ; ଦାମ କେତେ ଜାଣନ୍ତୁ...
  2. ଲଞ୍ଚ ହେଲା Vivo V50 ସ୍ମାର୍ଟଫୋନ; ମିଳିବ 6000mAh ବ୍ୟାଟେରୀ ଓ ଉନ୍ନତ କ୍ୟାମେରା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.