ଦେଖୁଦେଖୁ ଜଳିଗଲା ଦୁର୍ଗାପୂଜା ପେଣ୍ଡାଲ, ଦେଖନ୍ତୁ ଭିଡିଓ - ଜଲିଗଲା ଦୁର୍ଗା ପୂଜା ପେଣ୍ଡାଲ

🎬 Watch Now: Feature Video

thumbnail

By

Published : Oct 28, 2020, 10:50 AM IST

କୋଲକାତା: ପଶ୍ଚିମବଙ୍ଗର ସଲ୍ଟଲେକ ଦୁର୍ଗା ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ । ବୁଧବାର(ଆଜି) ସକାଳ 6 ଟା 20 ମିନିଟ ସଲ୍ଟ ଲେକ ନିକଟ ଏଫଟି ବ୍ଲକ ରେ ନିଆଁ ଲାଗିଛି । ଦୁର୍ଗା ପୂଜା ଶେଷ ହେବାର ଗୋଟିଏ ଦିନ ପରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ବିଭାଗର 2ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଅଗ୍ନିକାଣ୍ଡ କାରଣରୁ ମଣ୍ଡପଟି ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.