ଭୁବନେଶ୍ବରରେ ବସି କୋଟିଆ ସମସ୍ୟା ସମାଧାନ ହେବ ନାହିଁ: ଗଦାଧର ପରିଡା - ଭୁବନେଶ୍ବରରେ ବସି କୋଟିଆ ସମସ୍ୟା ସମାଧାନ ହେବ ନାହିଁ

🎬 Watch Now: Feature Video

thumbnail

By

Published : Nov 13, 2021, 10:03 PM IST

ଭୁବନେଶ୍ବର: କୋଟିଆ ପ୍ରସଙ୍ଗକୁ ନେଇ ଓଡିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ପରେ ସୁପ୍ରିମକୋର୍ଟରେ ଚାଲିଛି ଲଢେଇ । ଏପରି ସ୍ଥଳେ ଗତ 9 ତାରିଖରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ବୈଠକକୁ ନେଇ ଯଦିଓ ମିଳିତ ବିବୃତ୍ତି ଜାରି ହୋଇଛି, କିନ୍ତୁ ଏହାକୁ ନେଇ କୋରାପୁଟ ରାଜନେତାଙ୍କ ମଧ୍ୟରେ ବଢିବାରେ ଲାଗିଛି ସନ୍ଦେହ । ସେପଟେ ଆନ୍ଧ୍ରର ନୂଆ ଚାଲକୁ ନେଇ ଏବେ ବଢୁଛି ଚର୍ଚ୍ଚା । କୋଟିଆ ପ୍ରସଙ୍ଗ ଓ ବିବାଦକୁ ନେଇ ତମାମ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଚଳିତ ସପ୍ତାହ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଅଛନ୍ତି କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.