ସାମ୍ନାକୁ ଆସିଲା ଦିଲ୍ଲୀ ତିସ୍‌ ହଜାରୀ କୋର୍ଟର ନୂଆ ଭିଡିଓ... - A new video of Tis Hazari court

🎬 Watch Now: Feature Video

thumbnail

By

Published : Nov 11, 2019, 3:16 PM IST

ନୂଆଦିଲ୍ଲୀ: ତିସ୍‌ ହଜାରୀ କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ବିବାଦକୁ 9 ଦିନ ବିତିଲାଣି । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ନାହିଁ । ସେପଟେ ସୋମବାର ତିସ୍‌ ହଜାରୀ କୋର୍ଟ ର ଆଉ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କୋର୍ଟ ପରିସରରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.