ଟୋଲଗେଟକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ, ଦେଖନ୍ତୁ ଭିଡିଓ - ଆମ୍ବୁଲାନ୍ସ ଦୁର୍ଘଟଣା
🎬 Watch Now: Feature Video

ବେଙ୍ଗାଲୁରୁ: ଟୋଲଗେଟକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ । ଟୋଲଗେଟ କର୍ମଚାରୀ ଓ ଗାଡି ଡ୍ରାଇଭର ସମେତ 4 ଗୁରୁତର । ଟୋଲଗେଟରେ ଲାଗିଥିବା CCTV କ୍ୟାମେରାରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । କର୍ଣ୍ଣାଟକର ବୈନ୍ଦୁରରେ ଘଟିଛି ଅଘଟଣ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:25 PM IST