ପଖାଳ ଓଡିଆଙ୍କ ଗର୍ବ: ମୋହନ ମାଝୀ

🎬 Watch Now: Feature Video

thumbnail

By

Published : Mar 20, 2022, 5:57 PM IST

Updated : Feb 3, 2023, 8:20 PM IST

ଭୁବନେଶ୍ବର: ବିଶ୍ୱ ପଖାଳ ଦିବସକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ପ୍ରତ୍ୟକ ଓଡିଆ । ପଖାଳକୁ ନେଇ ଓଡିଆ ମନରେ ଗର୍ବ ଆଉ ଗୌରବ ଆଣି ଦେଇଥାଏ । ପଖାଳ ଏଭଳି ଖାଦ୍ୟ ଯାହା ମଣିଷର ଶରୀରରେ ପ୍ରାଣ ଭରିଦିଏ । ପଖାଳ କଂସା ଓଡିଆ ଘରର ପରିଚୟ ଦେଇଥାଏ । ଆଜି ବିଶ୍ୱ ପଖାଳ ଦିବସରେ ପଖାଳ ବିଷୟରେ କହିବାକୁ ଭୁଲି ନାହାନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ । ସେ ପଖାଳ ଖାଇ ପଖାଳର ଉପାଦେୟତା ସହ ଆନନ୍ଦ ବ୍ୟକ୍ତ କରିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.