ସୋନପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଜୟ ସଂକଳ୍ପ ସମାବେଶ LIVE - Amit Shah LIVE - AMIT SHAH LIVE

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 25, 2024, 4:26 PM IST

Updated : Apr 25, 2024, 5:31 PM IST

ସୁବର୍ଣ୍ଣପୁର: ଆଜି ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଉପରେ ବର୍ଷିବା ଲାଗି ପ୍ରସ୍ତୁତ ବିଜେପି । ନିର୍ବାଚନୀ ପ୍ରଚାର ଲାଗି ରାଜ୍ୟରେ ଶାହଙ୍କଠୁ ଆରମ୍ଭ ହୋଇଛି କେନ୍ଦ୍ରୀୟ ନେତୃତ୍ବଙ୍କ ଗସ୍ତ । ଶାହ ସୋନପୁର ରାମେଶ୍ଵରମ ଷ୍ଟାଡିୟମରେ ପହଞ୍ଚି ଏବେ ବିଶାଳ ଜନସଭାକୁ ସମ୍ବୋଧିତ କରୁଛନ୍ତି । ଶାହଙ୍କ ଗସ୍ତକୁ ନେଇ ପୁରା ରାଜ୍ୟ ବିଜେପି ଟିମ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଜନସଭାରେ କେଉଁ ପ୍ରସଙ୍ଗ ନେଇ ସେ ବିଜେଡି ଉପରେ ବର୍ଷିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସଂକଳ୍ପ ସମାବେଶ ପରେ ଶାହ ସଂଧ୍ୟାରେ ଭୁବନେଶ୍ବର ଫେରିଯିବା ପରେ ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବେ । ଏହାପରେ ଆସନ୍ତାକାଲି ସେ ଦିଲ୍ଲୀ ଫେରିବାର ଯୋଜନା ରହିଛି । ଦେଖନ୍ତୁ ସୋନପୁରରୁ ଲାଇଭ
Last Updated : Apr 25, 2024, 5:31 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.