Bharat Bandh: ମାଥିଲିରେ ଟ୍ରେଡ ୟୁନିଅନ୍‌ର କର୍ମକର୍ତ୍ତାଙ୍କ ରାସ୍ତାରୋକ - ମାଥିଲିରେ ଟ୍ରେଡ ୟୁନିଅନ୍‌ର କର୍ମକର୍ତ୍ତାଙ୍କ ରାସ୍ତାରୋକ

🎬 Watch Now: Feature Video

thumbnail

By

Published : Mar 28, 2022, 6:03 PM IST

Updated : Feb 3, 2023, 8:21 PM IST

ମାଲକାନଗିରି: ଆଜି(ସୋମବାର) 'ଭାରତ ବନ୍ଦ'ର ପ୍ରଭାବ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ମାଥିଲି ଠାରେ ଟ୍ରେଡ ୟୁନିଅନ୍‌ର କର୍ମକର୍ତ୍ତାମାନେ ରାସ୍ତାରୋକ କରି ଭାରତ ସରକାର ଓ ଓଡି଼ଶା ସରକାରଙ୍କ ବିରୋଧରେ ବିକ୍ଷୋଭ କରିଥିଲେ ଏଥିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ପାଚିକା କର୍ମୀ ଓ ପୋଷ୍ଟାଲରେ କାର୍ଯ୍ୟରତ ବହୁ ଶ୍ରମିକ ଶ୍ରେଣୀର ଲୋକେ ଯୋଗ ଦେଇଥିଲେ । ବିକ୍ଷୋଭ ସମୟରେ ରାସ୍ତାର ଉଭୟ ପାଖରେ ବହୁ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । ଏହି ବିକ୍ଷୋଭ ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଭାରତ ବନ୍ଦ କରିବାକୁ ଆହ୍ଵାନ ଦେଇଛି ଟ୍ରେଡ ୟୁନିଅନ୍ । ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.