Different Polling Booth: ମାଓ ଇଲାକାରେ ଡାଳପତ୍ର ତିଆରି ଅସ୍ଥାୟୀ ବୁଥରେ ସରିଲା ମତଦାନ - ମାଲକାନଗିରି ଡାଳପତ୍ର ତିଆରି ବୁଥ
🎬 Watch Now: Feature Video
ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଖଇରପୁଟ ବ୍ଲକ ମାଡକାପଦର ପଞ୍ଚାୟତର ସପ୍ତଧାରା ଗାଁରେ ହେଖିବାକୁ ମିଳିଛି ନିଆରା ମତଦାନ କେନ୍ଦ୍ର । ଏଠିକାର ଗାଁ ଲୋକେ ଡାଳପତ୍ରରେ ତିଆରି ଏକ ଅସ୍ଥାୟୀ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଏହି ଜାଗାଟି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ନିର୍ବାଚନରେ ନିୟୋଜିତ ଥିବା ଅଧିକାରୀ ମାନେ ଭୟଭୀତ ଥାଇ ମଧ୍ୟ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିର୍ବାଚନ ସାରି ଫେରିଥିବା ଜଣାପଡିଛି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST