thumbnail

କୋହଲିଙ୍କ 100ତମ ଟେଷ୍ଟ ମ୍ୟାଚ ଦେଖିବାକୁ ମୋହାଲି ଅଭିମୁଖେ ଖାସ୍‌ ଫ୍ୟାନ୍‌ ପିଣ୍ଟୁ ବେହେରା

By

Published : Mar 3, 2022, 6:01 PM IST

Updated : Feb 3, 2023, 8:18 PM IST

କଟକ: ମୋହାଲିରେ ବିରାଟ ମାଇଲଷ୍ଟୋନ ହାସଲ କରିବାକୁ ଯାଉଛନ୍ତି କିଙ୍ଗ୍‌ କୋହଲି । ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ । ଏଥିପାଇଁ କୋହଲିଙ୍କୁ ସବୁମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ସ୍ସେଶାଲ ମ୍ୟାଚ୍‌ର ସାକ୍ଷୀ ପାଲଟିବାକୁ ମୋହାଲି ଅଭିମୁଖେ ବାହାରି ସାରିଛନ୍ତି କୋହଲିଙ୍କ ଓଡିଆ ଫ୍ୟାନ ପିଣ୍ଟୁ ବେହେରା । ଏପରି ମ୍ୟାଚ୍‌ ଲାଇଭ ଦେଖିବା ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ପିଣ୍ଟୁ । ମୋହାଲିରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଏହି ମ୍ୟାଚ୍‌ ହେବ ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.