ଟ୍ରେନ ଉପରେ ସେଲଫି ନେବା ସମୟରେ ଜଳିଗଲେ ୨ ଯୁବକ, ଦେଖନ୍ତୁ ଭିଡିଓ - ସେଲଫି ନେବା ସମୟରେ ଜଳିଗଲେ ୨ ଯୁବକ

🎬 Watch Now: Feature Video

thumbnail

By

Published : Aug 4, 2022, 10:44 PM IST

ପାଟନା: ଟ୍ରେନରେ ସେଲ୍ଫି ନେବା ହେଲା କାଳ । ଏକ ମାଲବାହୀ ଟ୍ରେନ ଉପରକୁ ଚଢି ସେଲଫି ନେବା ସମୟରେ ଉଚ୍ଚ ବିଦ୍ୟୁତ ପ୍ରବାହ ତାର ବା ୧୧ କେଭି ତାର ସଂସ୍ପର୍ଶରେ ଆଶି ୨ ଯୁବକଙ୍କ ଅକାଳ ମୃତ୍ୟୁ । ଘଟଣା ପରେ ଲୋକମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡି ପଳାଉଥିବା ଦେଖିବାକୁ ମିଳିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ବିହାରର ନାଳନ୍ଦାରେ । ତେବେ ପ୍ରଶାସନ କିମ୍ବା ବିଭିନ୍ନ ସଂଗଠନ ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ବିପଦଜନକ ସେଲଫି ନେବାକୁ ବାରମ୍ବାର ବାରଣ କରାଯାଉ ଥିଲେ ମଧ୍ୟ ଯୁବପିଢିଙ୍କ ଅମାନ୍ୟ ଦୁଃଖଦ ପରିସ୍ଥିତି ସୃଷ୍ଟି କରୁଛି । ଏପରି ଭିଡିଓ ପ୍ରସାରଣ ଦ୍ବାରା ସଚେତନତା ବୃଦ୍ଧି କରାଇବା ମୁଖ୍ୟ ଉଦ୍ଦେଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.