ଫଲୋଅର୍ସ ବଢ଼ାଇବାକୁ ଯୁବକଙ୍କ ବିପଜ୍ଜନକ ଷ୍ଟଣ୍ଟ୍ - ମିରଟରେ ବିପଜ୍ଜନକ ଷ୍ଟଣ୍ଟ୍
🎬 Watch Now: Feature Video

ଲକ୍ଷ୍ନୌ: ଆଧୁନିକ ଯୁଗରେ ପ୍ରତ୍ୟେକଙ୍କୁ ଘାରିଛି ମୋବାଇଲ ଓ ସୋସିଆଲ ମିଡିଆ ନିଶା । ଫଲୋଅର୍ସ ସଂଖ୍ୟା ବଢ଼ାଇବା ପାଇଁ ସୋସିଆଲ ମିଡିଆ ୟୁଜର ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ରହୁଛନ୍ତି । ଏଭଳି ଏକ ଦୃଶ୍ୟ ଉତ୍ତର ପ୍ରଦେଶର ମିରଟରେ ଦେଖିବାକୁ ମିଳିଛି । ଜଣେ ଯୁବକ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ବଢ଼ାଇବା ପାଇଁ ହାଇୱେରେ ଲୋକେସନ୍ ବୋର୍ଡ ଉପରେ ଓହଳି ଦୁଃସାହାସିକ ଭିଡିଓ ସୁଟିଂ କରିଛନ୍ତି ଭିଡିଓ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣକ ଜୀବନକୁ ବିପଦରେ ପକାଇ ଭିଡିଓ ସୁଟିଂ କରାଇଛନ୍ତି ।