thumbnail

By

Published : Sep 4, 2022, 9:30 PM IST

ETV Bharat / Videos

ରେଳ ଧାରଣା ଆଗରେ ରିଲ୍ସ କରୁଥିଲେ, ଯୁବକଙ୍କୁ ଧକ୍କା ଦେଲା ଟ୍ରେନ୍‌

ହାଇଦ୍ରାବାଦ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସିଦ୍ଧ ହେବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଆଜିର ଯୁବପିଢ଼ି । ଏଭଳି କିଛି ଘଟଣା ତେଲେଙ୍ଗାନା ହନୁମାକୋଣ୍ଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଭଦ୍ଦେପଲ୍ଲୀ ଅଞ୍ଚଳର ଜଣେ ଯୁବକ ଦୁଇ ସାଙ୍ଗଙ୍କୁ ଧରି ଇନଷ୍ଟାଗ୍ରାମରେ ଭିଡ଼ିଓ କରିବା ପାଇଁ ରେଳ ଟ୍ରାକକୁ ଯାଇଥିଲେ । ଭିଡ଼ିଓ କରିବା ସମୟରେ (man make insta reel in front of running train) ଏକ ଟ୍ରେନ ଉକ୍ତ ଯୁବକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସାଙ୍ଗମାନେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.