ଏଡସକୁ ନେଇ କେତେ ସଚେତନ ଆମ ଲୋକେ ଶୁଣନ୍ତୁ... - Acquired immunodeficiency syndrome
🎬 Watch Now: Feature Video

ବ୍ରହ୍ମପୁର: ଆଜି ବିଶ୍ବ ଏଡସ ଦିବସ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିବର୍ଷ ଜାରି ରହିଛି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ । ହେଲେ ୨୦୧୯ରେ ଏଚଆଇଭି ଓ ଏଡସ ସମ୍ପର୍କରେ ପଚାରିଲେ ପଦୁଟିଏ ଠିକରେ କହିପାରୁନାହାଁନ୍ତି ସାଧାରଣ ଲୋକେ । ତେବେ ଚାଲନ୍ତୁ ସେମାନେ କ'ଣ କହୁଛନ୍ତି ଦେଖିବା..