thumbnail

By

Published : Aug 13, 2022, 10:16 PM IST

ETV Bharat / Videos

ଭିନ୍ନକ୍ଷମଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ପୋଲିସ ଅଧିକାରୀ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଭିନ୍ନକ୍ଷମ ଯୁବକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ପୋଲିସ ଅଧିକାରୀ (Women cops of UP Police tied rakhi to Divyang)। ରାକ୍ଷୀ ବାନ୍ଧିଲେ, ମିଠା ମଧ୍ୟ ଖୁଆଇଦେଲେ । ପରମ୍ପରା ଅନୁସାରେ, ଭିନ୍ନ ଯୁବକଜଣଙ୍କ ଭଉଣୀଙ୍କୁ ପାଉଣା ସ୍ବରୂପ ଟଙ୍କା ମଧ୍ୟ ବଢାଇଲେ । କିନ୍ତୁ ରାକ୍ଷୀ ବାନ୍ଧିଥିବା ପୋଲିସ ଅଧିକାରୀ ଦୁଇଜଣ ଟଙ୍କା ଗ୍ରହଣ ନକରି ଏକ ଖାଦ୍ୟ ପୁଡିଆ ଉକ୍ତ ଯୁବକଙ୍କୁ ବଢାଇ ଦେଲେ । ପବିତ୍ର ରକ୍ଷା ବନ୍ଧନର ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଏପରି ଏକ ଭାବପ୍ରବଣତା ଭରା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟିବାରେ ଲାଗିଛି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.