ଶୌଚ ହେବାକୁ ଯାଇ ମହିଳା ନିଖୋଜ, ମିଳୁନି ପତ୍ତା

By

Published : Jul 16, 2022, 2:49 PM IST

thumbnail
ଯାଜପୁର: ନଦୀକୁ ଶୌଚ ହେବାକୁ ଯାଇ ମହିଳା ନିଖୋଜ । ସକାଳୁ ଶୌଚ ପାଇଁ ଏରଡ଼ା ଗ୍ରାମର ମିନୁ ମଲିକ(୨୮) ଘର ନିକଟ ତନ୍ତିଘାଇକୁ ଶୌଚ ପାଇଁ ଯାଇଥିଲେ । ତେବେ ପାଦ ଖସିଯିବାରୁ ସେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ମିନୁକୁ ଖୋଜାଖୋଜି କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.