ହାଇଦ୍ରାବାଦ ବର୍ଷା ବିତ୍ପାତ, ବୁଡିଲା ରାଜରାସ୍ତା...ଦେଖନ୍ତୁ - ହାଇଦ୍ରାବାଦରେ ବନ୍ୟାର ତାଣ୍ଡବ ଖବର
🎬 Watch Now: Feature Video
ହାଇଦ୍ରାବାଦ: ଲଘୁଚାପ ବର୍ଷାରେ ଉବୁଟୁବୁ ହାଇଦ୍ରାବାଦ ସହର । ଶୁଖୁନି ପାଣି । ବର୍ଷାର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଚାରିଆଡ ଜଳମଗ୍ନ । ପ୍ରବଳ ବର୍ଷାରେ ବୁଡିଛି ରାଜରାସ୍ତା । ରିଲିଫ ବଣ୍ଟନ ସହ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ଦେଖନ୍ତୁ...