ସଦର ନିର୍ବାଚନରେ ବାଜିମାତ ପରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟ ଉତ୍ସବ

By

Published : Nov 11, 2020, 12:59 AM IST

thumbnail
ବାଲେଶ୍ବର: ସଦର ଉପନିର୍ବାଚନରେ ବିଜେଡିର ବାଜିମାତ । ବଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ 13 ହଜାରରୁ ଉଦ୍ଧ୍ବ ଭୋଟରେ ପରାସ୍ତ କରି ବିଜେଡିର ସ୍ବରୂପ ଦାସ ବିଜୟ ମୁକୁଟ ପିନ୍ଧିଛନ୍ତି । ବିଜୟୀ ହେବାପରେ ଦଳୀୟ ସମର୍ଥକଙ୍କ ଗହଣରେ ପହଞ୍ଚିଛନ୍ତି ବିଜୟ ପ୍ରାର୍ଥୀ ସ୍ବରୂପ ଦାସ । ଦଳୀୟ କର୍ମୀ ନେତାଙ୍କ ସହ ବିଜୟ ଉତ୍ସବ ମନାଉଛନ୍ତି । ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ ନାରା ସହ ପ୍ରକମ୍ପିତ ହୋଇଉଠିଛି ଦଳୀୟ ନେତା ଓ କର୍ମୀ । ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.