କାହିଁକି ଅଗ୍ନିଶମ ବିଭାଗ ବ୍ୟବହାର କରେ ଲିପ୍ଟ ମ୍ୟାକ୍ସ ମେସିନ, ଜାଣନ୍ତୁ କଣ କହୁଛନ୍ତି ଅଗ୍ନିଶମ ଅଧିକାରୀ - ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା

🎬 Watch Now: Feature Video

thumbnail

By

Published : Aug 26, 2022, 11:07 PM IST

ବ୍ରହ୍ମପୁର: ଏମ.କେ.ସି.ଜି (MKCG medical college and hospital berhampur) ମେଡିକାଲରେ ସର୍ଟସର୍କିଟ ଯୋଗୁଁ ସୁପର ସ୍ପେଶାଲିଷ୍ଟ ବ୍ଳକରେ ଅଗ୍ନିକାଣ୍ଡ ଘଟଣା (fire incident in at mkcg hospital) । ନିଆଁକୁ ଆୟତ୍ତ କରିବା ପାଇଁ ଲିପ୍ଟ ମ୍ୟାକ୍ସ ମେସିନ ସାହାଯ୍ୟରେ ଅଗ୍ନିଶମ କର୍ମଚାରୀ କୋଠା ଉପରକୁ ପାଣି ସିଞ୍ଚନ କରୁଛନ୍ତି । ତେବେ କଣ ଏହି ଲିପ୍ଟ ମ୍ୟାକ୍ସ ମେସିନ ? କେଉଁ କାରଣରୁ ଏହାକୁ ବ୍ୟବହାର କରାଯାଏ, ସେନେଇ ଆସନ୍ତୁ ଜାଣିବା କ'ଣ କହୁଛନ୍ତି ଅଗ୍ନିଶମ ଅଧିକାରୀ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.