ଭାରତ-ପାକିସ୍ତାନ ଯୁଦ୍ଧକୁ 50 ବର୍ଷ, ସୁଲୁର ଷ୍ଟେସନରେ ଏୟାର ସୋ - ସୁଲୁର ବାୟୁସେନା ଷ୍ଟେସନରେ ଏୟାର ସୋ
🎬 Watch Now: Feature Video

ଥିରୁଅନନ୍ତପୁରମ: 1971 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧକୁ ପୂରିଛି 50 ବର୍ଷ। ଏହି ଅବସରରେ ତାମିଲନାଡୁର ସୁଲୁର ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଦ୍ବାରା ଏକ ଏୟାର ସୋ ଆୟୋଜିତ ହୋଇଯାଇଛି। ଏହି ଏୟାର ସୋ ପରେ ବିମାନର ଷ୍ଟାଟିକ୍, ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ସହିତ ବାୟୁସେନା ଷ୍ଟେସନରେ ପ୍ରଦର୍ଶନ କରାଯାଇଥିଲା। ଏହି ସୋ ରେ ବିଦ୍ୟାଳୟ ଏବଂ କଲେଜ ଛାତ୍ରମାନେ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ