thumbnail

By

Published : May 31, 2022, 12:35 PM IST

ETV Bharat / Videos

Brajarajnagar ByPoll: ଚାଲିଛି ମତଦାନ, ମଇଦାନରେ 11 ପ୍ରାର୍ଥୀ

ଭୁବନେଶ୍ବର:ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । 279 ବୁଥ୍‌ରେ ମତାଧୀକାର ସାବ୍ୟସ୍ତ କରୁଛନ୍ତି 2 ଲକ୍ଷରୁ ଅଧିକ ଭୋଟର । ମଇଦାନରେ ଥିବା 11 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ନିର୍ବାଚନ ପାଇଁ କଣ ରହିଛି ବ୍ୟବସ୍ଥା କିପରି ମତଦାନ ଜାରି ରହିଛି ସେ ନେଇ ସବିଶେଷ ତଥ୍ୟ ଦେଉଛନ୍ତି ଆମ ପ୍ରତିନିଧି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.