ଲଢେଇବେଳେ ଦନ୍ତାହାତୀର ଭାଙ୍ଗିଲା ଦାନ୍ତ, ଭିଡିଓ ଭାଇରାଲ - ହାତୀ ମଧ୍ୟରେ ଲଢେଇ
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡର ହରିଦ୍ବାର ଜଙ୍ଗଲ ମଧ୍ୟରେ ଦୁଇ ହାତୀ ମଧ୍ୟରେ ଲଢେଇ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ହରିଦ୍ୱାର ବନ ବିଭାଗର ଶ୍ୟାମପୁର ରେଞ୍ଜରେ ଗତ ଦୁଇ ଦିନ ଧରି ଦୁଇ ଗଜରାଜଙ୍କ ମଧ୍ୟରେ ଲଢେଇ ଚାଲିଥିବାବେଳେ ଏହାର ଭିଡିଓ ଭାଇରାଲ ହୋଇଛି । ଉଭୟ ହାତୀଙ୍କ ମଧ୍ୟରେ ଲଢେଇ ପରେ ଗୋଟିଏ ହାତୀର ଏକ ଦାନ୍ତ ଭାଙ୍ଗି ଯାଇଛି ।