ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ଆଳତୀ କଲେ ଗୃହମନ୍ତ୍ରୀ, ଦେଖନ୍ତୁ ଭିଡିଓ - ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

🎬 Watch Now: Feature Video

thumbnail

By

Published : Jul 1, 2022, 9:29 AM IST

ଗାନ୍ଧୀନଗର: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଦେଶର ଅନେକ ସ୍ଥାନରେ ପାଳିତ ହୋଇଥାଏ ମହାପ୍ରଭୁଙ୍କ ରଥଯାତ୍ରା । ପୁରୀ ଜଗନ୍ନାଥ ସହ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ୧୪୫ ତମ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ବଡି ଭୋରରେ ପ୍ରଥମେ ଜଗନ୍ନାଙ୍କର ଆଳତୀ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଭୋର ୪ଟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜଗନ୍ନାଥଙ୍କ ଆଳତୀ କରିଛନ୍ତି । ଭଗବାନ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ବଳଭଦ୍ରଙ୍କ ସହିତ ନଗରଯାତ୍ରାରେ ବାହାରିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.