ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତିଗଲେ ପର୍ଯ୍ୟଟକ - ହାତୀ ଆକ୍ରମଣରୁ ବର୍ତ୍ତିଗଲେ ପର୍ଯ୍ୟଟକ
🎬 Watch Now: Feature Video

ବେଙ୍ଗାଲୁରୁ: କର୍ଣ୍ଣାଟକ ବାନ୍ଦିପୁର ଟାଇଗର ରିଜର୍ଭ ଅଞ୍ଚଳରେ ଜଣେ ପର୍ଯ୍ୟଟକ ହାତୀ କବଳରୁ ରକ୍ଷା ପାଇଯାଇଛନ୍ତି । ପର୍ଯ୍ୟଟକମାନେ କାର ରଖି ପରିସ୍ରା କରିବାକୁ ଯାଇଥିଲେ । ସେହି ସମୟରେ ହାତୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲା । କିନ୍ତୁ ପର୍ଯ୍ୟଟକମାନେ ହାତୀ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ