Bahuda Yatra: ସିଂହଦ୍ୱାର ଅଭିମୁଖେ ତିନି ରଥ - ସିଂହଦ୍ବାର ଅଭିମୁଖେ ତିନି ରଥ
🎬 Watch Now: Feature Video

ପୁରୀ :ଆଜି ପବିତ୍ର ବାହୁଡା ଯାତ୍ରା । ଲୋକାରଣ୍ୟ ହୋଇ ପଡିଛି ଶ୍ରୀକ୍ଷେତ୍ର । ପାରମ୍ପାରିକ ବାଦ୍ୟ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପୁଛି ବଡଦାଣ୍ତ । ଏ ଅବସରରେ ସିଂହଦ୍ବାର ଅଭିମୁଖେ ବାହାରିଛନ୍ତି ତିନିରଥ ।