thumbnail

ପଶୁଙ୍କୁ ଖାଦ୍ୟ ଯୋଗାଉଛି କଟକ ମହାନଗର ନିଗମ

By

Published : Apr 3, 2020, 4:22 PM IST

କଟକ: ଲକଡାଉନ ପାଇଁ ସବୁ ବନ୍ଦ ରହିଥିବା ବେଳେ ଖୋଲା ରହିଛି ପନିପରିବା,ମେଡ଼ିସିନ,ଫଳ ଦୋକାନ । ତେବେ ଦୋକାନ ଗୁଡିକରେ ଲକଡାଉନ ନିୟମକୁ କିଭଳି ପାଳନ କରାଯାଉଛି ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନ ତନ କରି ଯାଞ୍ଚ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏଭଳି ଯାଞ୍ଚ କରାଯାଉଛି । କେବଳ ସେତିକି ନୁହେଁ ସହରରେ ଥିବା ସମସ୍ତ ପଶୁ ମାନଙ୍କୁ ଖାଦ୍ୟ ମଧ୍ୟ ଯୋଗାଇଛି କଟକ ମହାନଗର ନିଗମ ।ଏନେଇ ସ୍ବାସ୍ଥ୍ୟ ନିରୀକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.