ତିରୁପତି ବାଲାଜୀଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ

By

Published : Oct 2, 2022, 6:29 PM IST

thumbnail
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ରବିବାର ଆନ୍ଧ୍ରର ତିରୁପତି ମନ୍ଦିର ପରିଦର୍ଶନ କରିଛନ୍ତି । ତିରୁମାଳା ତିରୁପତି ଦେବସ୍ଥାନମର(TTD) ଅତିରିକ୍ତ ଇଓ ଧର୍ମା ରେଡ୍ଡୀ, ଟିଟିଡି ଅଧ୍ୟକ୍ଷ ଓ୍ବାଭି ଶୁଭ ରେଡ୍ଡି(TTD chairman YV Subba Reddy) ମନ୍ଦିର ବାହାରେ ଦମ୍ପତିଙ୍କୁ ସ୍ବାଗତ କରିଥିଲେ । ଏହାପରେ ମନ୍ଦିର ପକ୍ଷରୁ CJI ଦମ୍ପତିଙ୍କୁ ପ୍ରସାଦ ସହ ମନ୍ଦିରର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.