ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏଥିପାଇଁ ୧୨ କୋଟିର ବ୍ୟୟ ବରାଦ ହୋଇଛି । ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର ।
ବିଧାନସଭାରେ 2 ଲକ୍ଷ 90 ହଜାର କୋଟିର ବଜେଟ ଉପସ୍ଥାପିତ - ODISHA BUDGET 2025

Published : Feb 17, 2025, 4:19 PM IST
|Updated : Feb 17, 2025, 6:26 PM IST
ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍କ ବଜେଟ ।
LIVE FEED
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
ବ୍ୟାପକ ହେବ ସୁଭଦ୍ରା ଯୋଜନା
ବ୍ୟାପକ ହେବ ସୁଭଦ୍ରା ଯୋଜନା । ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ , କୁହା ସୁଭଦ୍ରା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ବଜେଟରେ ଘୋଷଣା ହୋଇଛି । ଏଥିପାଇଁ ୧୦ ହଜାର ୧୪୫ କୋଟି ବ୍ୟୟ ବୟ ବରାଦ ହୋଇଛି । ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟିର ବ୍ୟୟ ବରାଦ ହୋଇଛି ।
ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ 2960 କୋଟି
ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ 2960 କୋଟି ବ୍ୟୟ ବରାଦ । ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ 646 କୋଟି । ଐତିହ୍ୟ ବିଦ୍ୟାଳୟ 60 କୋଟି । ପିଏମ୍ ପୋଷଣ ପାଇଁ 885 କୋଟି । ସମଗ୍ର ଶିକ୍ଷା ପାଇଁ 4681 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ବଜେଟରେ 16 ନୂଆ ଯୋଜନା
ଅନ୍ତୋଦୟ ଗୃହ ଯୋଜନା - 2603 କୋଟି
ସୁଭଦ୍ରା ସୁରକ୍ଷା - 153 କୋଟି
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା - 30 କୋଟି
ଉତ୍ତର ଓଡିଶା ବିକାଶ ପରିଷଦ -200 କୋଟି
ଓଡ଼ିଶା ପୃଷ୍ଟି ମିଶନ- 100 କୋଟି
ବକୁଳବଳ ଉନ୍ନୟନ -50 କୋଟି
ଆମ ଶିମିଳିପାଳ ଯୋଜନା-50 କୋଟି
ମଡେଲ୍ ମଣ୍ଡି -50 କୋଟି
ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ- 100 କୋଟି
ପ୍ରବାସୀ ଓଡ଼ିଆ ସମ୍ପର୍କ- 10 କୋଟି
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା-12 କୋଟି
ଦକ୍ଷିଣ ଓଡିଶା ବିକାଶ ପରିଷଦ-200କୋଟି
ସ୍ୱଚ୍ଛ ଓଡିଶା-261କୋଟି
ଆମେ ପଢିବା ଆମ ଭାଷାରେ- 25କୋଟି
ଅଟଳ ବସଷ୍ଟାଣ୍ଡ -1266 କୋଟି
ସମୃଦ୍ଧ ସହର ପାଇଁ 408 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି
ବଜେଟରେ ଓଡିଆ ଅସ୍ମିତା ପାଇଁ ବ୍ୟୟ ବରାଦ
ବଜେଟରେ ଓଡିଆ ଅସ୍ମିତା ପାଇଁ ବ୍ୟୟ ବରାଦ ହୋଇଛି । ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ କଳାକାର ସାହିତ୍ୟ ଯୋଜନା ପାଇଁ 194 କୋଟି । ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା 30 କୋଟି ଓ ସାଂସ୍କୃତିକ ପ୍ରତିଷ୍ଠାନ ବିକାଶ ପାଇଁ 77 କୋଟି ।
ବନ୍ଦର ବିକାଶ ପାଇଁ 1707 କୋଟି ଟଙ୍କା ବ୍ୟୟବରାଦ
ରାଜ୍ୟରେ ଥିବା ବନ୍ଦର ଗୁଡିକୁ କରାଯିବ ବିକାଶ । ଏଥି ପାଇଁ ବଜେଟରେ 1707 କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
5 ବିଭାଗକୁ ସର୍ବାଧିକ ବ୍ୟୟ ବରାଦ
ବିଧାନସଭାରେ ଓଡିଶା ବଜେଟ 2025 -26 ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । 5 ବିଭାଗକୁ ସର୍ବାଧିକ ବ୍ୟୟ ବରାଦ ହୋଇଛି । ଅର୍ଥ ବିଭାଗକୁ 63511.91 କୋଟି, ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ- 31185.47 କୋଟି, ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ- 28451 କୋଟି , ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- 22741 କୋଟି ଓ ଜଳ ସମ୍ପଦ ବିଭାଗ- 14,894 କୋଟି ବ୍ୟୟ ବରାଦ ହୋଇଛି ।
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି ବ୍ୟୟବରାଦ
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି ଟଙ୍କା ବ୍ୟୟବରାଦ । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ଖର୍ଚ୍ଚ ହେବ ୩୮୮୧ । ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨ ହଜାର ୯୧ କୋଟି ଓ ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବ୍ୟୟ ଅଟକଳ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି 4500 କୋଟି ବ୍ୟୟ ବରାଦ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି 4500 କୋଟି । ଛାତ ଘର ପ୍ରତ୍ୟେକ ପରିବାରର ଆବଶ୍ୟକତା ଏବଂ ଅଧିକାର ଅଟେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । PMAY ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଯିବ । ପିଭିଟିଜିର ଉନ୍ନତି ପାଇଁ 200 କୋଟି ଟଙ୍କା ଆବଣ୍ଟନ ।
ମତ୍ସ୍ୟ ପଶୁପାଳନ ପାଇଁ ୧୯୦୯ କୋଟି ଟଙ୍କା ଖର୍ଚ୍ଚ ହେବ
ବଜେଟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ବ୍ୟୟ ଅଟକଳ । ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ । ମତ୍ସ୍ୟ ପଶୁପାଳନ ପାଇଁ ୧୯୦୯ କୋଟି ଟଙ୍କା ଖର୍ଚ୍ଚ ହେବ । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି ଟଙ୍କା ଖର୍ଚ୍ଚ ବ୍ୟୟବରାଦ । ଗୋମାତା ଯୋଜନା ପାଇଁ ୪୬ କୋଟି ।
ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ
ବଜେଟରେ ରାଜ୍ୟ ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ । ସେହିପରି ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ଖର୍ଚ୍ଚ ହେବ । ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ୫୭ କୋଟି ଟଙ୍କା ବ୍ୟୟ କରାଯିବା । ସେହିପରି ନଳକୂପ ପାଇଁ ୧୧୫୦ କୋଟି ଟଙ୍କା ଅଟକଳ ରହିଛି ।
ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି
ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ବଜେଟରେ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ନେଇ ଆଶା ରହିଛି । ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରାଯାଇ ବିକାଶ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବଜେଟରେ କୃଷି ପାଇଁ 37 ହଜାର 8 ଶହ କୋଟି ବ୍ୟୟବରାଦ
ବିଧାନସଭାରେ 2 ଲକ୍ଷ 90 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବଜେଟରେ କୃଷି ପାଇଁ 37 ହଜାର 8ଶହ କୋଟି ବ୍ୟୟବରାଦ ହୋଇଛି । ଗତ ବର୍ଷ ତୁଳନାରେ ଯାହା 12 ପ୍ରତିଶତ ଅଧିକ । କିଷାନ ଯୋଜନାରେ 2 ହଜାର 20 କୋଟି ବ୍ଯୟ ଅଟକଳ ।