thumbnail

By

Published : Jun 17, 2022, 7:50 PM IST

ETV Bharat / Videos

ବର୍ଷା ପରେ ଜଳମଗ୍ନ ହେଲା ସ୍କୁଲ୍, ଦୀର୍ଘ ସମୟ ପରେ ଉଦ୍ଧାର ହେଲେ ୧୫୦ ବିଦ୍ୟାର୍ଥୀ

ବାଙ୍ଗାଲୁରୁ: ବନ୍ୟା ଆସିବାରୁ ସ୍କୁଲରେ ଫସି ରହିଲେ ୧୫୦ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ । ଖବର ପାଇ ଉଦ୍ଧାରକାରୀ ଟିମ୍ କଲେ ଉଦ୍ଧାର । କର୍ଣ୍ଣାଟକରେ ଘଟିଛି ଏପରି ଏକ ଘଟଣା । ବନ୍ୟା ପରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ଏକ ସ୍କୁଲରେ ରହିଯାଇଥିଲେ ଛାତ୍ରାଛାତ୍ରୀ ଓ ଶିକ୍ଷକ । ଗୁରୁବାର ଏତେ ମାତ୍ରାରେ ବର୍ଷା ହୋଇଥିଲା ଯେ, ଧରୱାଦ ଜିଲ୍ଲାର ଏକ ସ୍କୁଲ ଚତୁର୍ପାଶ୍ବ ଜଳମଗ୍ନ ହୋଇ ଯାଇଥିଲା । ସୌଭାଗ୍ୟ ବଶତଃ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.