thumbnail

ଗଣେଶ ମୂର୍ତ୍ତି ତିଆରି କରି ଲାଭବାନ ହେଲେ SSG ମହିଳା

By

Published : Aug 27, 2022, 7:00 PM IST

କଟକ: ଆଉ ଦୁଇ ଦିନଗଲେ ଧରାପୃଷ୍ଠକୁ ବିରାଜିବେ ଗଜାନନ (Ganesh puja in cuttack) । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହର । କାରିଗରମାନେ ଗଣେଶଙ୍କ ମୂର୍ତ୍ତିକୁ ରଙ୍ଗ ମାଧ୍ୟମରେ ଶେଷ ସ୍ପର୍ଶ ଦେବାକୁ ପ୍ରସ୍ତୁତ । କଟକର ଏସଏସଜି ଗ୍ରୁପର ମହିଳାମାନେ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ ରହିଛନ୍ତି (ssg women made ganesh idol) । କୁମ୍ଭାର ସାହିରେ ରହୁଥିବା ମିଶନ ଶକ୍ତି ଜରିଆରେ ୧୦ ମହିଳା ମୂର୍ତ୍ତି ତିଆରି ଲାଭବାନ ହୋଇଛନ୍ତି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.