ମନାଲି ଓ କୁଲୁରେ ତୁଷାରପାତ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

By

Published : Jan 21, 2020, 12:48 PM IST

thumbnail
ବିଗତ କିଛି ଦିନ ହେଲେ ଜାରି ରହିଛି ଶୀତର କର୍ଫ୍ୟୁ। ଆଉ ପ୍ରବଳ ଥଣ୍ଡାକୁ କାଲୁଆ ପବନ ଦେହ ମୁଣ୍ଡକୁ ଥରାଇ ଦେଉଛି। ଓଡିଶାରେ ଶୀତର ପ୍ରଭାବ ଥିବା ବେଳେ ବାହାର ରାଜ୍ୟ ହିମାଚଳପ୍ରଦେଶର ମନାଲି ଓ କୁଲୁରେ ମଧ୍ୟ ପ୍ରବଳ ଶୀତ ସହ ତୁଷାରପାତ ଲାଗିରହିଛି। ଏହି ସମସ୍ତ ସ୍ଥାନରେ ବାଟ ଘାଟଠୁ ଆରମ୍ଭ କରି ଘାସ କାଠ ଓ ଘରର ଛାତ ସବୁଠୁ ବରଫର ଆସ୍ତରଣ ଦେଖିବାକୁ ମିଳୁଛି। ପ୍ରକୃତିର ଏହି ସୁନ୍ଦର ଓ ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ହିମାଚଳ ପ୍ରଦେଶର ଦୁଇ ପର୍ଯ୍ୟଟନସ୍ଥଳୀ ମନାଲି ଏବଂ କୁଲୁରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.