thumbnail

ସଟଡାଉନରେ ଯାଜପୁର ଜିଲ୍ଲା ଖାଁ ଖାଁ, ଦେଖନ୍ତୁ ଭିଡିଓ...

By

Published : May 1, 2021, 4:27 PM IST

ଯାଜପୁର ଜିଲ୍ଲାରେ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଶନିବାର ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୧୦ ବ୍ଲକ ଓ ଦୁଇଟି ପୌରପରିଷଦରେ ସକାଳ ୬ଟାରୁ ସଟଡାଉନ ଲାଗୁ ହୋଇଛି । ଜିଲ୍ଲାରେ ଏହି ସମୟରେ କେବଳ ମେଡ଼ିସିନ ଷ୍ଟୋର ଓ ପେଟ୍ରୋଲ ପମ୍ପକୁ ଛାଡ଼ି ଦେଲେ ଅନ୍ୟ କୌଣସି ଦୋକାନ ବଜାର ଖୋଲି ନଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ପାଣିକୋଇଲି, ଜାରକା, ଚଣ୍ଡିଖୋଲ ଓ ଛତିଆ ଆଦି ବଜାରରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଆଜି ଯାଜପୁର ଜିଲ୍ଲା ପୁରା ସଟଡାଉନ କିଭଳି ରହିଛି ସ୍ଥିତ ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଜ୍ଞାନରଞ୍ଜନ ଓଝା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.