ତୁଳସୀ ପ୍ରିୟ କାଳିଆ:ରଥ ଉପରକୁ ଯାଉଛି ତୁଳସୀ

By

Published : Jul 10, 2022, 7:51 PM IST

thumbnail
ପୁରୀ : ଆଜି ମହାପ୍ରଭୁଙ୍କର ଅତ୍ୟନ୍ତ ରମଣୀୟ ଓ ଦୁର୍ଲଭ ରାଜରାଜେଶ୍ବର ବେଶ ବା ସୁନା ବେଶ। ସେନେଇ ଲୋକାରଣ୍ୟ ହୋଇ ପଡିଛି ବଡଦାଣ୍ତ । ସେବକମାନେ ରଥ ଉପରକୁ ତୁଳସୀ ସାଙ୍ଗକୁ ବିଭିନ୍ନ ପ୍ରକାରର ଫୁଲ ନେଇ ଯାଉଛନ୍ତି । ଯେଉଁଥିରେ ସୁସଜ୍ଜିତ ହେବେ ଶ୍ରୀଜିଉ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.