thumbnail

ବେଳାଭୂମିରେ ୧୫ ଫୁଟର ବାଲୁକା ଗଣେଶ

By

Published : Aug 30, 2022, 9:31 PM IST

ପୁରୀ: ବାଲୁକା ଚିତ୍ରକଳାରେ ଗଣେଶ ପୂଜା ଶୁଭେଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଗଣେଶ ଚତୁର୍ଥୀ ଅବସରରେ ଆସନ୍ତାକାଲି ପୁରପଲ୍ଲୀରେ ପାଳନ ହେବାକୁ ଯାଉଛି ବିଘ୍ନ ବିନାଶକଙ୍କ ପୂଜା । ଏନେଇ ପୁରୀ ଲାଇଟ ହାଉସ ବେଳାଭୂମିରେ ୧୫ ଟନ ବାଲି ବ୍ୟବହାର କରି ପ୍ରଭୁ ଗଜାନନଙ୍କର ଏକ ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ଏଥିରେ ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କାମନା କରି "World Peace" ର ବାର୍ତ୍ତା ଦେଇଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.