୧୦୦ତମ ଜନ୍ମଦିନ ପାଳିଲେ ନୌସେନା କମାଣ୍ଡର ଶ୍ରୀରାମୁଲୁ - ଭାରତୀୟ ନୌସେନା ଅବସରପ୍ରାପ୍ତ କମାଣ୍ଡର ଶ୍ରୀରାମୁଲୁ
🎬 Watch Now: Feature Video
ଅମରାବତୀ: ୧୦୦ ତମ ଜନ୍ମଦିନ ପାଳନ କଲେ ଅବସରପ୍ରାପ୍ତ ନୌସେନା କମାଣ୍ଡର ତଥା୍ କ୍ରୀଡ଼ାବିତ ଶ୍ରୀରାମୁଲୁ । ଏହି ଅବସରରେ ତାଙ୍କୁ ସହରର ଜଣାଶୁଣା ବ୍ୟକ୍ତିତ୍ବ ଶୁଭେଚ୍ଛା ଜଣାଇଛନ୍ତି । ବିଶାଖାପାଟଣାରେ ସ୍ଥିତ ସମୁଦ୍ର ଉପକୂଳରେ ତାଙ୍କ ଜନ୍ମଦିନ ପାଳନ ହୋଇଛି । ଶ୍ରୀରାମୁଲୁ ୯୫ ବର୍ଷ ବୟସରେ ୧୦ କିମି ଓ ୨୦ କିମି ଚାଲିବା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଆନ୍ସିପ୍ରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ୧୦୦ ବର୍ଷ ବୟସରେ ବି ସେ ଚାଲିବା ପ୍ରତିଯୋଗିତା ପାଇଁ ଅଭ୍ୟାସ ଜାରି ରଖିଛନ୍ତି ।