ପାଣି ଘେରରେ ଫସିଥିଲା ଘୋଡା, ଉଦ୍ଧାର କଲା ଅଗ୍ନିଶମ - ପାଣି ଘେରରେ ଘୋଡା

🎬 Watch Now: Feature Video

thumbnail

By

Published : Jul 17, 2022, 10:36 AM IST

ବେଙ୍ଗାଲୁରୁ: ମୌସୁମୀ ପ୍ରବାହରେ ଜାରି ରହିଛି ବର୍ଷା । ବର୍ଷା ଯୋଗୁଁ ବଢୁଛି ନଦୀ ଗୁଡିକର ଜଳସ୍ତର । କର୍ଣ୍ଣାଟକ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ହାଭେରୀ ଅଞ୍ଚଳର ନାଗାନୋର ଭରଡା ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଫଳରେ ନଦୀ ମଧ୍ୟରେ ଏକେ ଘୋଡା ଫସିଯାଇଥିବା ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ଦେଖିବାକୁ ଆସିଥିବା ବଡାଗି ବିଧାୟକ ବିରୁପକ୍ଷପ୍ପା ବେଲାରୀ ଏହା ଦେଖିବା ପରେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘୋଡାଟିକୁ ଉଦ୍ଧାର କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.