thumbnail

Ratha Yatra 2022: ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

By

Published : Jul 1, 2022, 7:51 AM IST

ପୁରୀ: ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ଦାରୁବ୍ରହ୍ମ । ଶ୍ରୀକ୍ଷେତ୍ରରେ ଭକ୍ତ ଭଗବାନଙ୍କ ହେବ ଅପୂର୍ବ ମିଳନ । ନୀତି ନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ନୀତିକାନ୍ତି ଆରମ୍ଭ ହୋଇ ଥିବାବେଳେ ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ବଡଠାକୁର ବଳଭଦ୍ର ରଥାରୂଢ ହେବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ । ଦେଖନ୍ତୁ ଶ୍ରୀକ୍ଷେତ୍ର ପୁରୀରୁ ତାଜା ଚିତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.