Ratha Yatra 2022: ୩ ଘଣ୍ଟା ପୂର୍ବରୁ ନୀତି ଆରମ୍ଭ, ପହଣ୍ଡିରେ ସୁଦର୍ଶନ-ବଳଭଦ୍ର - ପହଣ୍ଡି ସମୟ
🎬 Watch Now: Feature Video
ପୁରୀ: ଆଜି ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ରଥ, ପଥ ଆଉ ଭକ୍ତ ସମସ୍ତେ ପ୍ରସ୍ତୁତ । ନୀତି ନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ନୀତିକାନ୍ତି ଆରମ୍ଭ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ।