ରାକ୍ଷୀ ବାନ୍ଧିଲେ ବାବା ମହାକାଳ, ଲାଗି ହେଲା ଲକ୍ଷେ ଲଡୁ ଭୋଗ - ରାକ୍ଷୀ ବାନ୍ଧିଲେ ବାବା ମହାକାଳ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16076811-thumbnail-3x2-dngf.jpg)
ଭୋପାଳ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା (Raksha Bandhan 2022) । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ବିଶେଷ ଭସ୍ମ ଆଳତୀ ସହ ବାବା ମହାକାଳଙ୍କୁ ଶୃଙ୍ଗାର କରାଯାଇ ରାକ୍ଷୀ ବନ୍ଧା ଯାଇଛି । ଏଥିସହ ଲଡୁ ଭୋଗ ମଧ୍ୟ ଲାଗି କରାଯାଇଛି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ 1,25,000 ଲଡୁ ଭୋଗ ଲାଗି ହୋଇଛି।