thumbnail

By

Published : Mar 26, 2020, 12:03 PM IST

ETV Bharat / Videos

ସଫଳ ହେଉଛି ପୁରୀରେ କୋରୋନା ଲକଡାଉନ

କୋରୋନା ପାଇଁ ଲକଡାଉନରେ ପୁରୀ ସହର। ବିଭିନ୍ନ ସ୍ଥାନ ରେ ପୋଲିସର ନାକା ବନ୍ଦୀ। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡି ଓ ଯରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡିଦେଲେ ସାଧାରଣ ଲୋକଙ୍କୁ ରାସ୍ତାରେ ଯିବା ମନା । ଆଇନ ନ ମାନି ବାହାରେ ବୁଲୁ ଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ନେଉଛି କଡା ପଦକ୍ଷେପ। ଜନସାଧାରଣ ମଧ୍ୟ ପ୍ରଶାସନକୁ ସହଯୋଗ କରୁଛନ୍ତି । ପୁରୀରେ ଲକଡାଉନ ଧୀରେ ଧୀରେ ସଫଳ ହେଉଛି। ତେବେ ପୁରୀ ସହରରେ ଲକଡାଉନ କେତେ ସଫଳ ଓ ସ୍ଥିତି କଣ ସେନେଇ ସୂଚନା ଦେଉଛନ୍ତି ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର। ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.