ସଙ୍କଟରେ ଶ୍ରୀଲଙ୍କା: ସରକାରୀ ଟିଭି ଚ୍ୟାନେଲ ରୂପବାହିନୀ ଅଫ୍ ଏୟାର - ଶ୍ରୀଲଙ୍କା ସରକାରୀ ଚ୍ୟାନେଲ୍ରେ ଆନ୍ଦୋଳନାକାରୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15813549-thumbnail-3x2-sri-lanka-cri.jpg)
କଲମ୍ବୋ: ଶ୍ରୀଲଙ୍କାର ସରକାରୀ ଟିଭି ଚ୍ୟାନେଲ୍କୁ କବ୍ଜା କଲେ ଆନ୍ଦୋଳନକାରୀ । ଫଳରେ ରୂପବାହିନୀ ଚ୍ୟାନେଲକୁ ସାମୟିକ ଭାବରେ ବନ୍ଦ କରାଯାଇଛି । ବୁଧବାର ଏହି ଚ୍ୟାନେଲ କାର୍ଯ୍ୟାଳୟରେ ପ୍ରବେଶ କରି ଆନ୍ଦୋଳନକାରୀ କ୍ୟାମେରା ସାମ୍ନାରେ ନିଜ ଦାବୀ ରଖିଛନ୍ତି । ବର୍ତ୍ତମାନ ଠାରୁ ଏହି ଟିଭି ଚ୍ୟାନେଲ ନିରପେକ୍ଷ ହେବା ଆବଶ୍ୟକ ବୋଲି କହିଛନ୍ତି ଜଣେ ଆନ୍ଦୋଳନକାରୀ । ଆନ୍ଦୋଳନକାରୀଙ୍କ କବ୍ଜା ପରେ ରୂପବାହିନୀ ଚ୍ୟାନେଲ ଅଫ୍ ଏୟାର ହୋଇଛି ।